Download Now Banner

This browser does not support the video element.

ଫୁଲବାଣୀ ସହର: ଉହାକିଆ ଠାରେ ଚୁଆଁ ରେ ବୁଡି ଯୁବକ ଙ୍କ ମୣତ୍ୟୁ, ମୣତ୍ୟୁ ବରଣ କରିଥିବା ଯୁବକ ଜଣକ ହେଲେ ସିଫନ ମଲ୍ଲିକ

Phulabani Town, Kandhamal | Aug 28, 2025
ଫିଡସ୍ ରୋଗରୁ ଚାଲିଗଲା ଏକ ଅମୂଲ୍ୟ ଜୀବନ। ଯୁବକ ଗାଧେଇବା ଯିବା ସମୟରେ ଚୁଆଁରେ ପଡ଼ି ମୃତ ସୂଚନା । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଉହାକିଆ ଗାଁରେ ଚୁଆଁକୁ ଗାଧେଇବାକୁ ଯିବା ସମୟରେ ଛୁଆଁରେ ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ଉହାକିଆ ଗାଁରେ। ସୂଚନା ମୁତାବକ ମୃତ ସିଫନ ମଲିକ ଚୁଆଁରେ ଗାଧେଇବା ଅବସ୍ଥାରେ ତାଙ୍କୁ ଫିଡସ୍ ମାରିବା ଫଳରେ ଚୁଆଁ ଭିତର ପାଣି ଭିତରେ ପଡ଼ିଁ ଯାଇଥିଲେ ଯାହା ଫଳରେ ପାଣିରେ ବୁଡ଼ି ଜୀବନ ଚାଲିଥିବା ଜଣାପଡିଛି। ଯେହେତୁ ସେ ଏକୁଟିଆ ଯାଇ
Read More News
T & CPrivacy PolicyContact Us