This browser does not support the video element.
ସଦର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ରାଜ୍ୟ ବିଜେପି ସଭାପତି ଙ୍କ ଉପସ୍ଥିତି ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Sadar, Kalahandi | Aug 26, 2025
ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ରାଜ୍ୟ ବିଜେପି ସଭାପତି ଶ୍ରୀ Manmohan Samal ଙ୍କ ଉପସ୍ଥିତି ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା l ଏହି ଅବସରରେ କଳାହାଣ୍ଡି ଜିଲ୍ଲାସଭାପତି ଯୁଗଳ କିଶୋର ପୋଡ଼, ସାଂସଦ ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ l ଏନେଇ ଆଜି ସନ୍ଧ୍ୟା 6 ଟା ସମୟରେ ଜଣାଯାଇଛି