Download Now Banner

This browser does not support the video element.

ବାଲିକୁଦା: ଖାଲଗାଁ ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଅଗ୍ନିକାଣ୍ଡ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ କୁ ଆୟତ୍ତ

Balikuda, Jagatsinghpur | Apr 8, 2024
ଆଜି ଦିନ 1ଟା ବେଳେ ଖାଲଗାଁ ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ରେ ଅଗ୍ନିକାଣ୍ଡ ଘଟିଥିଲା l ଗ୍ରାମବାସୀ ମାନେ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିବା ସୂଚନା ଅଛି l ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ଅଛି l i
Read More News
T & CPrivacy PolicyContact Us