This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ପ୍ଲାଣ୍ଟ ସାଇଟ ଥାନାରେ ଗଣେଶ ପୂଜା ପାଇଁ ଶାନ୍ତି କମିଟି ବୈଠକ
Raurkela M, Sundargarh | Aug 31, 2024
ପ୍ଲାଣ୍ଟ ସାଇଟ ଥାନାରେ ଗଣେଶ ପୂଜା ପାଇଁ ଶାନ୍ତି କମିଟି ବୈଠକ ଶନିବାର ଦିନ ପ୍ରାୟ ୧୧.୩୦ ସମୟରେ ପ୍ଲାଣ୍ଟସାଇଟ ଥାନା ପରିସରରେ ଆଗାମୀ ଗଣେଶ ପୂଜାକୁ ଲକ୍ଷ୍ୟ ରଖି ଜୋନାଲ ଡ଼ିଏସପି ଶ୍ରୀ ନିର୍ମଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା l ଥାନା ଇନ୍ସପେକ୍ଟର ଜୟନାରାୟଣ ଖଣ୍ଡେଇ ସମସ୍ତ ପୂଜା କମିଟିର ସଭ୍ୟ, ଇଣ୍ଟିଗ୍ରେସନ ଫୋରମର ସମସ୍ତ ସଭ୍ୟ ମାନଙ୍କୁ ସ୍ୱାଗତ କରି ଗଣେଶ ଉତ୍ସବକୁ ସୁରୁଖୁରୁରେ ପାଳନ କରିବାକୁ ଅନୁରୋଧ କରିଥିଲେ l ଫୋରମର ବରିଷ୍ଠ ସଦସ୍ୟ ଗିରିଜା ଶଙ୍କର ଦ୍ବିବେଦୀ, ଡ଼କ୍ଟର ସୁମନ ଦତ୍ତ, ସତ୍ୟାନନ୍ଦ ମହାନ୍ତି, ନିହାର