This browser does not support the video element.
ଝାରସୁଗୁଡା: ଝାରସୁଗୁଡ଼ା ଝାଣ୍ଡା ଛକରୁ ଶିବ ଶକ୍ତି ଆଖଡ଼ା କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା
Jharsuguda, Jharsuguda | Apr 6, 2025
ରାମନବମୀ ଉତ୍ସବର ରେ ଆଜି ଆଜି ଅପରାହ୍ନ ୪ଟା ରେ ରେ ଶିବ ଶକ୍ତି ଆଖଡ଼ା କମିଟି ପକ୍ଷରୁ ଆଜି ଟାଉନ ରୁ ଏକ ଶୋଭାଯାତ୍ରା ବାହାରି ଥିଲା । ଅନୁଷ୍ଠିତ ଏହି ଶୋଭାଯାତ୍ରା ରେ ହଜାର ହଜାର ଲୋକ ସାମିଲ ହୋଇ ସହର ପରିକ୍ରମା କରିଥିଲେ, ଜୟ ଶ୍ରୀରାମ ଧ୍ଵନି ରେ ପୁରା ସହର ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏହି ଅବସରରେ ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମାହାନ୍ତି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି