This browser does not support the video element.
ଭଞ୍ଜନଗର: କେ ବ୍ରହ୍ମପୁର ଗ୍ରାମରେ ବଜ୍ରାଘାତ ହେଉଛି ମାରାତ୍ମକ । ନେଉଛି ଜୀବନ । ମେଘ ଆସିଲେ ଭୟ ଜନ୍ମଉଛି ।
Bhanjanagar, Ganjam | May 20, 2025
ଦିନରେ ପ୍ରବଳ ଖରା ହେଉଥିବା ବେଳେ ଅପରାହ୍ନ ପରେ ଆସୁଛି କାଳ ବୈଶାଖୀ । ଶୁଖିଲା ଘଡଘଡି ସହ ସାମାନ୍ୟ ବର୍ଷା ହେଉଥିବା ବେଳେ କେ ବ୍ରହ୍ମପୁର ଗ୍ରାମରେ ବଜ୍ରାଘାତ ରେ ଜଣଙ୍କ ଜୀବନ ଯାଇଛି । ଏହାପରେ ଗାଁ ରେ ବଜ୍ରାଘାତ ଆସିଲେ ଲୋକ ଭୟଭିତ ହେଉଛନ୍ତି । ଶୁଣନ୍ତୁ ଗ୍ରାମର ପ୍ରଦୀପ କୁମାର ସାମନ୍ତ କଣ କହୁଛନ୍ତି । ଆଜି ଅପରାହ୍ନ ପାଞ୍ଚ ଟା ବେଳେ ସେ ପ୍ରତିକ୍ରିୟା ରଖିଛନ୍ତି ।