This browser does not support the video element.
ସତ୍ୟବାଦୀ: ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଚିତ୍ରକଳା, ଗୀତ ନାଚ ଶୋଭାଯାତ୍ରା ମାଧ୍ୟମରେ ସଚେତନତା
Satyabadi, Puri | Sep 22, 2024
ସତ୍ୟବାଦୀ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହ୍ନ ୩ଟାରେ ବ୍ଲକରେ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଅନୁଷ୍ଠିତ। "ବେଟି ବଚାଅ ବେଟି ପଢ଼ାଆ" ଓ ଜାତୀୟ ସାକ୍ଷରତା ଅଭିଯାନ। କାର୍ଯ୍ୟକ୍ରମ ଆୟୋଜିତ କେନ୍ଦ୍ର ଗୁଡିକରେ କିଶୋରୀ ବାଳିକା ମାନଙ୍କ ଦ୍ୱାରା ଚିତ୍ରକଳା, ନୃତ୍ୟ ସଙ୍ଗୀତ ଓ ସାଇକେଲ ଶୋଭାଯାତ୍ରା ମାଧ୍ୟମରେ ବାପା ମା ମନେ କିଭଳି ନିଜ ଝିଅଙ୍କୁ ପୁଅ ଭଳି ସମାନ ଅଧିକାର ଓ ସ୍ନେହଶ୍ରଦ୍ଧା ଦେବେ ସେଥିପାଇଁ ଅଭିନବ ଉପାୟରେ ଏକ ସାମାଜିକ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଥିଲା।