Download Now Banner

This browser does not support the video element.

ବଲାଙ୍ଗୀର: ଜାମୁଟ୍ ପଂଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ, ଜନହିତଧିକାରୀ ଯୋଜନାରେ ଜନସାଧାରଣ ଅବଗତ

Balangir, Balangir | Aug 21, 2025
ଆଇନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶରେ ଓ ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତିରେ ଜାମୁଟ୍ ପଂଚାୟତ କାର୍ଯ୍ୟାଳୟରେ ଆଜି ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ବଞ୍ଚିବାର ଅଧିକାର ଓ ଆଇନ ସେବାର ଭୂମିକା ବିଷୟରେ କଥା କହିଥିଲେ । ବିଡିଓ ରାମଦତ ଭୋଇ, SSS ସୁମିତ୍ରା ଖରସେଲ, SSS-O ସସ୍ମିତା ହୋତା, ALO କେଶବ ବେହେରା, BSSO ସିଦ୍ଧାର୍ଥ ସେଠ ଓ PEO ଅକ୍ଷୟ କୁମାର ମାଝି ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତଧିକାରୀ ଯୋଜନi
Read More News
T & CPrivacy PolicyContact Us