This browser does not support the video element.
ବୀରମହାରାଜପୁର: ବୀରମହାରାଜପୁର ମୈତ୍ରୀ ସଂଦନ ଠାରେ ଜିଲ୍ଲା ଡୁମାଳ ପରିଷଦର ବୈଠକ ଅନୁଷ୍ଠିତ
Biramaharajpur, Subarnapur (Sonepur) | Sep 12, 2025
ବୀରମହାରାଜପୁର ମୈତ୍ରୀ ସଂଦନ ଠାରେ ଜିଲ୍ଲା ଡୁମାଳ ପରିଷଦର ବୈଠକ ଆଜି ଅପରାହ୍ନ 3ଟା 30ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଦୁମଲ୍ ପରିଷଦର ଜିଲ୍ଲା ସଭାପତି ଅଶ୍ଵିନୀ ମହାକୁର ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକକୁ ଅତିଥି ଭାବରେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂଷଣ କୁମାର ପାତ୍ର,ଚମ୍ପେଶ୍ଵର ମିଶ୍ର , ଜିଲ୍ଲା ସାଧାରଣ ସମ୍ପାଦକ କିଶୋର କର୍ମୀ ଯୋଗଦେଇ ମାହେଶ୍ୱରୀ ସାଂସ୍କୃତି , ଐତିହ୍ୟ, ପରମ୍ପରା, ଷୋଳପୂଜା ନିତି ନିୟମ ଉପରେ ଆଲୋଚନା କରିବା ସହ ଡୁମାଳ ଜାତି ସମାଜ ର ପରମ୍ପରା ଐତିହ୍ୟ ସଂସ୍କୃତି ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ମାହେଶ୍ୱରୀ ଷୋଳ