Download Now Banner

This browser does not support the video element.

ବାଲିଗୁଡା: ବାଲିଗୁଡା ଥାନା ଅଞ୍ଚଳର ମହାସିଙ୍ଗ ଠାରେ ଏକ କାର ଦୁର୍ଘଟଣା ରେ ଚାଳକ ଆହତ,

Baliguda, Kandhamal | Aug 26, 2025
ବାଲିଗୁଡା ଥାନା ଅଞ୍ଚଳର ମହାସିଙ୍ଗ ଠାରେ ଏକ କାର ଦୁର୍ଘଟଣା ରେ ଚାଳକ ଆହତ, ମଙ୍ଗଳବାର ଅପରାହ୍ନ 3ଘଣ୍ଟିକା ରେ ଏହି ଦୁର୍ଘଟଣା ଘଟିଥିଲା ପରେ ସ୍ଥାନୀୟ ବାସି ଉଦ୍ଧାର କରି ବାଲିଗୁଡା ଚିକିତ୍ସାଳୟ କୁଆହତ ଙ୍କୁ ପଠାଇଛନ୍ତି କାର ଟିକୁ ଉଦ୍ଧାର କରାଯାଇଛି
Read More News
T & CPrivacy PolicyContact Us