Download Now Banner

This browser does not support the video element.

ରାଇରଙ୍ଗପୁର ସହର: ରାଇରଙ୍ଗପୁର  ପୌର କାର୍ଯ୍ୟାଳୟ ରେ   ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ ସାଂସଦ

Rairangpur Town, Mayurbhanj | Jun 12, 2025
ରାଜ୍ୟବାସୀଙ୍କ ସେବାରେ ଏକ ବର୍ଷ ପୂରଣ କଲା ରାଜ୍ୟ ସରକାର। ସରକାରକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ଦିବା 11 ଘଟିକା ସମୟରେରାଇରଙ୍ଗପୁର ପୌର କାର୍ଯ୍ୟାଳୟ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ବିକାଶ ବାହାନକୁ ଶୁଭ ପତାକା ଦେଖାଇ ଶୁଭାରମ୍ଭ କଲେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି।ଏହି ବିକାଶ ବାହନ ବ୍ଲକ ର ପ୍ରତ୍ୟେକ ଗାଁ କୁ ଯାଇ ରାଜ୍ୟ ସରକାର ଏକ ବର୍ଷ ଭିତରେ କରିଥିବା ଉନ୍ନତିମୂଳକ କାର୍ଯ୍ୟର ପ୍ରଚାର କରିବ।ଏହି କାର୍ଯ୍ୟକ୍ରମ ରେ ପୌରପାଳିକା ର ଅଧିକାରୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us