This browser does not support the video element.
ଜଗତସିଂହପୁର: ବ୍ଲକ କାର୍ଯ୍ୟଳୟରେ ବିଧାୟକ ଅମରେନ୍ଦ୍ର ଦାସଙ୍କ ଦ୍ୱାରା ଭତ୍ତା ଓ କାର୍ଯ୍ୟଦେଶ ବଣ୍ଟନ
Jagatsinghapur, Jagatsinghpur | Sep 8, 2025
ଜଗତସିଂହପୁର ବ୍ଲକ କାର୍ଯ୍ୟଳୟରେ ବିଧାୟକଙ୍କ ଦ୍ୱାରା ଭତ୍ତା ଓ କାର୍ୟ୍ଯଦେଶ ବଣ୍ଟନ । ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଜଗତସିଂହପୁର ବ୍ଲକ କାର୍ଯ୍ୟଳୟର ସଭାଗୃହରେ ଜଗତସିଂହପୁର ବ୍ଲକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଯୋଜନା ଓ ଅନ୍ତେ।ଦୟ ବାସଗୃହ ଯୋଜନାର କାର୍ଯ୍ୟଦେଶ ବଣ୍ଟନ କରାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ଅମରେନ୍ଦ୍ର ଦାସ ମୁଖ୍ୟଅତିଥିଭାବେ ଯୋଗଦେଇ ସମସ୍ତ ହିତାଧିକାରୀମାନଙ୍କୁ କାର୍ଯ୍ୟଦେଶ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।