This browser does not support the video element.
ପାଲଲହଡା: ବଜ୍ରକୋଟ ଗ୍ରାମ ଠାରେ ଜଳ ସମ୍ପଦ ବିଭାଗ ଭିତ୍ତିଭୂମି ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ
Palalahada, Angul | Nov 17, 2024
ଅନୁଗୋଳ ଜିଲ୍ଲା ପାଳଲହଡା ନିର୍ବାଚନ ମଣ୍ଡଳୀ ବଜ୍ରକୋଟ ଗ୍ରାମ ଠାରେ ଜଳ ସମ୍ପଦ ବିଭାଗ ଭିତ୍ତି ଭୂମି ପ୍ରକଳ୍ପର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ରବିବାର ଦିନ ୧: ୩୦ସମୟରେ ଜଣାପଡିଛି। ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବଜ୍ରକୋଟ ଗ୍ରାମ ଠାରେ ଜଳ ସମ୍ପଦ ବିଭାଗ ଭିତ୍ତି ଭୂମିର ଭୂମି ପୂଜନ କରିଥିଲେ। ଏହି ଜଳ ସମ୍ପଦ ପ୍ରକଳ୍ପ ଦ୍ବାରା ସ୍ଥାନୀୟ ଅଞ୍ଚଳର ବହୁ ଜନ ସାଧରଣ ଉପକୃତ ହୋଇପାରିବେ। ଭୂମି ପୂଜନ କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଅଞ୍ଚଳର ବହୁ ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ଥିଲେ।