Download Now Banner

This browser does not support the video element.

ଗୋପାଳପୁର: ବକ୍ସିପଲ୍ଲୀ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ; ଯୋଗଦେଲେ ବହୁ ସମିତି ସଭ୍ୟ

Gopalpur, Ganjam | Oct 5, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବକ୍ସିପଲ୍ଲୀ ପଂଚାୟତରେ ଗ୍ରାମ ସଭା ଅନୁଷ୍ଟିତ ହୋଇଛି l ପଞ୍ଚାୟତର ଅଧୀନରେ ଥିବା ଦୁଇ ଗୋଟି ଗ୍ରାମର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ କାର୍ଯ୍ୟକ୍ରମରେ ବହୁ ସମିତି ସଭ୍ୟ ଯୋଗଦେଇଥିବା ସୂଚନା ମିଳିଛି l
Read More News
T & CPrivacy PolicyContact Us