This browser does not support the video element.
କୋଟପାଡ: କୁନ୍ଦୁରା ଠାରେ ପଂଚାୟତ ସମିତି ଉପାଧକ୍ଷ ତରୁଣୀ ସେନା ବିଶୋଇ ବ୍ଲକ ଅଧକ୍ଷ ଦାୟିତ୍ୱ ଗ୍ରହଣ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ l
Kotpad, Koraput | Oct 9, 2025
କୁନ୍ଦୁରା ପଂଚାୟତ ସମିତି ଅଧକ୍ଷ ଭାବେ ଦାୟିତ୍ୱ ନେଲେ ଉପାଧକ୍ଷ ତରୁଣୀ ସେନା ବିଶୋଇ l ଏନେଇ ଆଜି ମଧ୍ୟହ୍ନ ବାରଟା ବେଳେ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଶ୍ରୀ ବିଶୋଇ l ଆଧକ୍ଷା ରାଜେଶ୍ଵରୀ ପରଜା ଅନାସ୍ଥା ଭୋଟ ରେ ପରାଜୟ ପରେ ତରୁଣୀ ସେନ ବିଷୋୟୀ କୁନ୍ଦୁରା ବ୍ଲକର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତରୁଣୀ ସେନା ବିଶୋଇ ବ୍ଲକ ଅଦକ୍ଷ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ ସମସ୍ତ ପଞ୍ଚାୟତ ବାସୀ ଏବଂ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ଙ୍କ ଆବଶ୍ୟକତା ନେଇ କାର୍ଯ୍ୟ କରିବା ସହ ଅଞ୍ଚଳର ପ୍ରଗତି ପ୍ରତି ଦୃଷ୍ଟି ଦେବେ l