Download Now Banner

This browser does not support the video element.

ସୋର: କୁପାରୀ ଓ ଧୋବାଗଡିଆ ଛକ ନିକଟରେ ବେଆଇନ ମଦ ନେଇ ଯାଉଥିବା ସ୍କୁଟି ଜବଦ ଦୁଇ ଗିରଫ, ବିପୁଳ ପରିମାଣର ମଦ ଜବଦ,

Soro, Balasore | Aug 21, 2025
ଖଇରା ଅବକାରୀ ଅଧିକାରୀ ସୁରଜ କୁମାର ଟୀଗା ଙ୍କ ନେତୃତ୍ୱ ରେ ଆଜି ଖଇରା ବ୍ଲକ ର ବିଭିନ୍ନ ସ୍ଥାନ ରେ ଅବକାରୀ ବିଭାଗ ର ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ସହିତ ଦୁଇ ଜଣ ବେପାରୀ ଓ ଦୁଇଟି ସ୍କୁଟି କୁ ଜବଦ କରିଛନ୍ତି l ଦୁଇ ଜଣ ମୟୁରଭଞ୍ଜ ଅଂଚଳ ରୁ ସ୍କୁଟି ରେ ମଦ ନେଇ ଖଇରା ଆସୁଥିବା ବେଳେ ଜଣ ଙ୍କୁ କୁପାରୀ ଠାରେ ଅନ୍ୟ ଜଣ ଙ୍କୁ ଧୋବାଗଡିଆ ଠାରେ ଅଟକ ରଖି ଯାଞ୍ଚ ବେଳେ ତାଙ୍କ ନିକଟରୁ 105 ଲିଟର ଦେଶୀ ମଦ ସହିତ ଦୁଇଟି ସ୍କୁଟି ଜବଦ କରିବା ସହିତ ଆଜି ଗୁରୁବାର ଅପରାହ୍ନ 5 ଘଟିକା ସମୟରେ କୋର୍ଟ ଚାଲାଣ କରିଛନ୍ତି l
Read More News
T & CPrivacy PolicyContact Us