Latest News in Cuttack M Corp PS (Local videos)

କଟକ ପୌରାଞ୍ଚଳ: ବିଡାନାସୀ ଅଞ୍ଚଳରେ ଗୁରୁବାର ଜଣେ କନଷ୍ଠେବଳ ବେକରେ ଲୁଗାଦେଇ ଆତ୍ମହତ୍ୟା କରିଛନ୍ତି।

Cuttack M Corp PS, Cuttack | Jul 3, 2025
khabar24pintu
khabar24pintu status mark
Share
Next Videos
କଟକ ପୌରାଞ୍ଚଳ: ଶ୍ରମିକ ଭାବେ ନିୟୋଜିତ କରିବା ଲାଗି ଚାଲାଣ ହେଉଥିବା ୫ ଜଣ ନାବାଳକଙ୍କୁ ଗୁରୁବାର କଟକ ଷ୍ଟେସନ ରୁ ଆରପିଏଫ ଉଦ୍ଧାର କରିଛି।

କଟକ ପୌରାଞ୍ଚଳ: ଶ୍ରମିକ ଭାବେ ନିୟୋଜିତ କରିବା ଲାଗି ଚାଲାଣ ହେଉଥିବା ୫ ଜଣ ନାବାଳକଙ୍କୁ ଗୁରୁବାର କଟକ ଷ୍ଟେସନ ରୁ ଆରପିଏଫ ଉଦ୍ଧାର କରିଛି।

khabar24pintu status mark
Cuttack M Corp PS, Cuttack | Jul 3, 2025
କଟକ ପୌରାଞ୍ଚଳ: ମଧୁପାଟଣା ଥାନା ସମ୍ମୁଖରେଘଟିଥିବା ଦୁର୍ଘଟଣାରେ ପୁଲିସ ବସ‌ ଚାଳକକୁ ଗୁରୁବାର ଗିରଫକରି କୋର୍ଟଚାଲାଣ କରିଛି ପୋଲିସ।

କଟକ ପୌରାଞ୍ଚଳ: ଆଠଗଡ କନ୍ଦରପୁର ଗ୍ରାମରେ ବେଆଇନ ମଦ ବିକ୍ରୀ କରିବା ମାମଲାରେ ୩ ଜଣଙ୍କୁ ଗିରଫ କରିଛି ଆଠଗଡ ଥାନା ପୋଲିସ

silvercitykhabar status mark
Cuttack M Corp PS, Cuttack | Jul 3, 2025
କଟକ ପୌରାଞ୍ଚଳ: ଚୌଧୁରୀ ବଜାର ସ୍ଥିତ ସିଏମସି କାର୍ଯ୍ୟାଳୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ ପୌରାଞ୍ଚଳ: ନାବାଳିକାଙ୍କୁ ଯୌନ ଶୋଷଣ ସହ ସୋସିଆଲ ମିଡିଆରେ ଫଟୋ ଭାଇରାଲ ଘଟଣାରେ ଅଭିଯୁକ୍ତକୁ ଗିରଫ କଲା କଟକ ସାଇବର ଥାନା ପୋଲିସ

କଟକ ପୌରାଞ୍ଚଳ: ସିଏମ୍‌ସି ପକ୍ଷରୁ ଗୁରୁବାର ପାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଚୌଧୁରୀ ବଜାର ସ୍ଥିତ ସିଏମସି ଅଫିସ ରେ ଗୁରୁବାର ଅନୁଷ୍ଠିତ ହୋଇଥିଲା।

କଟକ ପୌରାଞ୍ଚଳ: ସିଏମ୍‌ସି ପକ୍ଷରୁ ଗୁରୁବାର ପାକୃତିକ ବିପର୍ଯ୍ୟୟ ପରିଚାଳନା ବୈଠକ ଚୌଧୁରୀ ବଜାର ସ୍ଥିତ ସିଏମସି ଅଫିସ ରେ ଗୁରୁବାର ଅନୁଷ୍ଠିତ ହୋଇଥିଲା।

khabar24pintu status mark
Cuttack M Corp PS, Cuttack | Jul 3, 2025
କଟକ ପୌରାଞ୍ଚଳ: ରାଣୀହାଟ ମାଳି ସାହିରେ ଘରଛାତ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ମାଁ ପୁଅ, ଏ ନେଇ ଘର ମାଲିକଙ୍କ ପ୍ରତିକ୍ରିୟା

କଟକ ପୌରାଞ୍ଚଳ: ରାଣୀହାଟ ମାଳି ସାହିରେ ଘରଛାତ ଭୁଶୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ମାଁ ପୁଅ, ଏ ନେଇ ଘର ମାଲିକଙ୍କ ପ୍ରତିକ୍ରିୟା

silvercitykhabar status mark
Cuttack M Corp PS, Cuttack | Jul 3, 2025
କଟକ ପୌରାଞ୍ଚଳ: ମାଲଗୋଦାମ ଥାନା ପରିସରରେ ମୃତ ମହିଳା ହୋମଗାର୍ଡଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଡିସିପିଙ୍କ ସହ ଏଡିସିପି, ଏସିପି ଓ ଅନ୍ୟ ପୋଲିସ ଅଧିକାରୀ

କଟକ ପୌରାଞ୍ଚଳ: ମାତ୍ରୁଭବନ ଅର୍ବାନ ହାଟ ରାସ୍ତାରେ ଗୁରୁବାର ଟ୍ରକ୍ ଧକ୍କାରେ ମହିଳା ପୋଲିସ କର୍ମଚାରୀଙ୍କ ମୃତ୍ୟୁ।

କଟକ ପୌରାଞ୍ଚଳ: ମାତ୍ରୁଭବନ ଅର୍ବାନ ହାଟ ରାସ୍ତାରେ ଗୁରୁବାର ଟ୍ରକ୍ ଧକ୍କାରେ ମହିଳା ପୋଲିସ କର୍ମଚାରୀଙ୍କ ମୃତ୍ୟୁ।

khabar24pintu status mark
Cuttack M Corp PS, Cuttack | Jul 3, 2025
କଟକ ପୌରାଞ୍ଚଳ: କିଶନନଗର ତହସିଲ ଅରିଲୋ ପଞ୍ଚାୟତ ରାମକୁମାରପୁର ନାହାକାଣୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅବର୍ମାର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

କଟକ ପୌରାଞ୍ଚଳ: କିଶନନଗର ତହସିଲ ଅରିଲୋ ପଞ୍ଚାୟତ ରାମକୁମାରପୁର ନାହାକାଣୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଅବର୍ମାର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

khabar24pintu status mark
Cuttack M Corp PS, Cuttack | Jul 2, 2025
କଟକ ପୌରାଞ୍ଚଳ: ସଦର ଥାନା ଅନ୍ତର୍ଗତ  ଶ୍ରୀକୋରୁଆଁ ଗ୍ରାମରେ ବୁଧବାର  ପୁଲିସ ଚଢ଼ଉକରି ଏକ ନକଲି  ଦେଶୀ ମଦ କାରଖାନା ଠାବ କରିଛି।

କଟକ ପୌରାଞ୍ଚଳ: ଶତାଦ୍ଦୀବିହାର ଅଞ୍ଚଳର ଜ୍ୟୋତିରଞ୍ଜନ ସାହୁ ବୁଧବାର ବାଇକ୍‌‌ରେ ପେଟାନାଳ ରାସ୍ତା ଦେଇ ଯାଉଥିବାବେଳେ ଦୁର୍ଘଟଣାରେ ମୃତ୍ୟୁ।

କଟକ ପୌରାଞ୍ଚଳ: ସିଏନଜି ବୋଝେଇକରି ଏକ ଆଇଚର ଗାଡି ଧକ୍କାରେ ବିଦ୍ୟାଧରପୁର ପୁରୁଣା ଥାନା ସମ୍ମୁଖରେ ବାଇକ ଚଳକଙ୍କ ମୃତ୍ୟୁ

କଟକ ପୌରାଞ୍ଚଳ: ସଦର ଥାନା ପୁଲିସ ଉଷୁମା ଅଞ୍ଚଳରୁ ବୁଧବାର ଗୋରୁ ଗାଡ଼ିକୁ ଜବତ କରିଛି।

କଟକ ପୌରାଞ୍ଚଳ: ଉପର ତେଲେଙ୍ଗା ବଜାରରୁ ଅଟୋରିକ୍ସା ଚୋରି ମାମଲା, ଜଣଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ

କଟକ ପୌରାଞ୍ଚଳ: ଉପର ତେଲେଙ୍ଗା ବଜାରରୁ ଅଟୋରିକ୍ସା ଚୋରି ମାମଲା, ଜଣଙ୍କୁ ଗିରଫ କଲା ପୁରୀଘାଟ ଥାନା ପୋଲିସ

silvercitykhabar status mark
Cuttack M Corp PS, Cuttack | Jul 2, 2025
କଟକ ପୌରାଞ୍ଚଳ: ଘରେ ବେଆଇନ ଦେଶୀ ମଦ ବ୍ୟବସାୟ ନେଇ କାଜିପାଟଣା ଅଞ୍ଚଳରେ ସଦର ଥାନା ପୋଲିସର ଚଢାଉ, ମଦ ଜବ, ଦୁଇ ଗିରଫ

କଟକ ପୌରାଞ୍ଚଳ: ଲିଙ୍କରୋଡ ଛକରେ ସଡ଼କ ଦୁର୍ଘଟଣା, ବସ ତଳେ ଚାପି ହୋଇଯିବାରୁ ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

କଟକ ପୌରାଞ୍ଚଳ: ତ୍ରିଶୁଳିଆ ବ୍ରିଜ ଉପରେ ଶଣ୍ଢକୁ ଧକ୍କା ଦେଲା ହାଇୱା, ସ୍ବେଛାସେବୀ ଓ ପୋଲିସ ପହଞ୍ଚି କଲେ ଉଦ୍ଧାର

କଟକ ପୌରାଞ୍ଚଳ: ହରିପୁର ଅଞ୍ଚଳରେ ବାଇକ ଚୋରି କରି ଫେରାର ହେବା ସମୟର ଭିଡିଓ ଭାଇରାଲ
#viralvideo

କଟକ ପୌରାଞ୍ଚଳ: ହରିପୁର ଅଞ୍ଚଳରେ ବାଇକ ଚୋରି କରି ଫେରାର ହେବା ସମୟର ଭିଡିଓ ଭାଇରାଲ #viralvideo

silvercitykhabar status mark
Cuttack M Corp PS, Cuttack | Jul 2, 2025
କଟକ ପୌରାଞ୍ଚଳ: ଚାନ୍ଦିନୀଚୌକସ୍ଥିତ ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଖରିଫ ଫସଲ ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

କଟକ ପୌରାଞ୍ଚଳ: ଚାନ୍ଦିନୀଚୌକସ୍ଥିତ ଜିଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଖରିଫ ଫସଲ ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

khabar24pintu status mark
Cuttack M Corp PS, Cuttack | Jul 1, 2025
କଟକ ପୌରାଞ୍ଚଳ: ସିଏମ୍‌ସି ଓ ନଗର ବନଖଣ୍ଡ ମିଳିତ ଭାବେ ବନ ମହୋତ୍ସବ ମଙ୍ଗଳବାର ବାଲିଯାତ୍ରା ତଳ ପଡ଼ିଆର କଟକ ଇନ୍‌ କଟକଠାରେ ଉଦ୍‌ଘାଟିତ ହୋଇଯାଇଛି।

କଟକ ପୌରାଞ୍ଚଳ: ମଙ୍ଗଳାବାଗ ର ଜଣେ ବ୍ୟକ୍ତିଙ୍କ ଠାରୁ ୧୧ଲକ୍ଷ ଠକିନେବା ନେଇ ମଙ୍ଗଳବାର  ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି।

କଟକ ପୌରାଞ୍ଚଳ: ଶତାବ୍ଦୀ ବିହାର ଅଞ୍ଚଳରୁ  ଜଣେ କୁଖ୍ୟାତ ଅପରାଧୀକୁ ମଙ୍ଗଳବାର ଗିରଫ କରିଛି ବିଡ଼ାନାସୀ ଥାନା ପୁଲିସ।

କଟକ ପୌରାଞ୍ଚଳ: ନିଜ ଘର ବିକ୍ରି କରିବା ନାଁରେ ୭୫ଲକ୍ଷ ଟଙ୍କା ଠକିବା ଘଟଣାରେ ଜଣେ ଠିକାଦାରକୁ ମଙ୍ଗଳବାର ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ।

Load More
Contact Us