Latest News in Cuttack M Corp PS (Local videos)

କଟକ ପୌରାଞ୍ଚଳ: କଟକ - ପାରାଦ୍ୱୀପ ରାସ୍ତାର ସିଆରଆରଆଇ ଥାନା ଅଞ୍ଚଳରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Cuttack M Corp PS, Cuttack | Jul 10, 2025
khabar24pintu
khabar24pintu status mark
Share
Next Videos
କଟକ ପୌରାଞ୍ଚଳ: ରାଷ୍ଟ୍ରପତିଙ୍କ  କଟକ ଗସ୍ତକୁ କେନ୍ଦ୍ରକରି ଗୁରୁବାର ଇଣ୍ଡୋର୍ ଷ୍ଟାଡିୟମ୍ ସମେତ ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ଡିଜିପି।

କଟକ ପୌରାଞ୍ଚଳ: ରାଷ୍ଟ୍ରପତିଙ୍କ କଟକ ଗସ୍ତକୁ କେନ୍ଦ୍ରକରି ଗୁରୁବାର ଇଣ୍ଡୋର୍ ଷ୍ଟାଡିୟମ୍ ସମେତ ବିଭିନ୍ନ ସ୍ଥାନ ଅନୁଧ୍ୟାନ କଲେ ଡିଜିପି।

khabar24pintu status mark
Cuttack M Corp PS, Cuttack | Jul 10, 2025
କଟକ ପୌରାଞ୍ଚଳ: ନାବାଳିକାକୁ ଅପହରଣ ଓ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଟାଙ୍ଗୀ ପୁଲିସ ଗୁରୁବାର ଅଭିଯୁକ୍ତକୁ ଗିରଫ କରିଛି।

କଟକ ପୌରାଞ୍ଚଳ: ଜଗିଆପଡ଼ା ଗ୍ରାମରେ ଘରେ ପଶି ମହିଳାଙ୍କୁ ଗାଳିଗୁଲଜ କରିବା ସହ ମାରପିଟ କରିବା ଘଟଣା, ଜଣଙ୍କୁ ଗିରଫ କଲା ଆଠଗଡ ଥାନା ପୋଲିସ

silvercitykhabar status mark
Cuttack M Corp PS, Cuttack | Jul 10, 2025
କଟକ ପୌରାଞ୍ଚଳ: ଦାଢ଼ାପାଟଣାରେ ଗଣ୍ଡଗୋଳ ଘଟଣା, ଜଣଙ୍କୁ ଗିରଫ କଲା ବାରଙ୍ଗ ଥାନା ପୋଲିସ

କଟକ ପୌରାଞ୍ଚଳ: ସାଲେପୁର ଅଞ୍ଚଳରେ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ପାଇଁ ଲାଗିଥିବା ପୋଷ୍ଟର ଚିରିବା ଘଟଣାକୁ ନେଇ ସାଲେପୁର ଥାନାରେ ଏତଲା

କଟକ ପୌରାଞ୍ଚଳ: ବୋକୋଡା ଗାଁରେ ଭୁଶୁଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ଶିଶୁ ଓ ମହିଳା

କଟକ ପୌରାଞ୍ଚଳ: ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ ସହରକୁ ପାରାଦୀପରୁ ଆସିଲା ତେଲ ଟ୍ୟାଙ୍କର

କଟକ ପୌରାଞ୍ଚଳ: କଟକ ସଦର ଗୋପାଳପୁର ଠାରେ ଡ଼୍ରାଇଭର ମହାସଂଘର ଆନ୍ଦୋଳନ ରେ ଗୁରୁବାର ସାମିଲ ହେଲେ ବିଧାୟିକା

କଟକ ପୌରାଞ୍ଚଳ: କଟକ ସଦର ଗୋପାଳପୁର ଠାରେ ଡ଼୍ରାଇଭର ମହାସଂଘର ଆନ୍ଦୋଳନ ରେ ଗୁରୁବାର ସାମିଲ ହେଲେ ବିଧାୟିକା

khabar24pintu status mark
Cuttack M Corp PS, Cuttack | Jul 10, 2025
କଟକ ପୌରାଞ୍ଚଳ: ମଧୁପାଟଣା ଶିଳ୍ପାଞ୍ଚଳରେ ଭାରୀଯାନ ଚଳାଚଳ ଉପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି।

କଟକ ପୌରାଞ୍ଚଳ: ମଧୁପାଟଣା ଶିଳ୍ପାଞ୍ଚଳରେ ଭାରୀଯାନ ଚଳାଚଳ ଉପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି।

khabar24pintu status mark
Cuttack M Corp PS, Cuttack | Jul 9, 2025
କଟକ ପୌରାଞ୍ଚଳ: କାରଖାନାରୁ ଚୋରି କରିବା ଅଭିଯୋଗରେ ଚୌଦ୍ୱାର ପୁଲିସ ବୁଧବାର ଆଉ ଜଣଙ୍କୁ ଗିରଫକରି ବୁଧବାର ଅଦାଲତ ପଠାଇଛି।

କଟକ ପୌରାଞ୍ଚଳ: ମଦପିଇ କାର ଚାଳନା କରିବା ନେଇ ବୁଧବାର  ଜଣକୁ ଗିରଫ କରିଛି ମର୍କତନଗର ଫେଜ-୨ ଥାନା ପୁଲିସ।

କଟକ ପୌରାଞ୍ଚଳ: ଭିନ୍ନକ୍ଷମ ବାପାକୁ ମାଡମାରି ଟଙ୍କା ଛଡାଇ ନେଇ ପଳାଇ ଯାଇଥିବା ପୁଅକୁ ବୁଧବାର  ଗିରଫ କରିଛି ସିଆରଆରଆଇ ଥାନା ପୁଲିସ।

କଟକ ପୌରାଞ୍ଚଳ: କଟକରେ ଗାଡି ଚୋରିକରି ଆତଙ୍କ ସୃଷ୍ଟି କରିଥିବା ଆନ୍ତଃଜିଲା ଚୋରକୁ ବୁଧବାର ବାଦାମବାଡି ପୋଲିସ ଗିରଫ କରିଛି।

କଟକ ପୌରାଞ୍ଚଳ: କଟକ ଗୋପାଳପୁର ଠାରେ ଓଡ଼ିଶା ଡ୍ରାଇଭର ମହାସଂଘ କଟକ ଶାଖା ପକ୍ଷରୁ ବୁଧବାର ଧାରଣା ଦିଆଯାଇଥିଲା।

କଟକ ପୌରାଞ୍ଚଳ: ଗୋପାଳପୁରରେ ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଜାରି, ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ଏହି ଧର୍ମଘଟ ଓ ଆନ୍ଦୋଳନ

କଟକ ପୌରାଞ୍ଚଳ: ଗୋପାଳପୁରରେ ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଜାରି, ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାରି ରହିବ ଏହି ଧର୍ମଘଟ ଓ ଆନ୍ଦୋଳନ

silvercitykhabar status mark
Cuttack M Corp PS, Cuttack | Jul 9, 2025
କଟକ ପୌରାଞ୍ଚଳ: ଗୋପୀନାଥପୁରରୁ ଦାମୀ ଗାଡିରୁ ୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ଜବତ, ଜଣେ ଗିରଫ

କଟକ ପୌରାଞ୍ଚଳ: ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଖୁଣ୍ଟୁଣୀ ଦ୍ଵାରବତିପୁର ଗ୍ରାମରେ ମୃତଦେହ ରଖି ରାସ୍ତାରୋକ, ଖବର ପାଇ ପହଞ୍ଚିଲା ପୋଲିସ

କଟକ ପୌରାଞ୍ଚଳ: ସିଡିଏରେ ସୁଭାଷ ସଂଗଠନ ପକ୍ଷରୁ ରାସ୍ତାରେ ହୋଇଥିବା ଗର୍ତ୍ତରେ ପଶି ଅଭିନବ ବିକ୍ଷୋଭ ପ୍ରଦର୍ଶନ

କଟକ ପୌରାଞ୍ଚଳ: ସିଡିଏରେ ସୁଭାଷ ସଂଗଠନ ପକ୍ଷରୁ ରାସ୍ତାରେ ହୋଇଥିବା ଗର୍ତ୍ତରେ ପଶି ଅଭିନବ ବିକ୍ଷୋଭ ପ୍ରଦର୍ଶନ

khabar24pintu status mark
Cuttack M Corp PS, Cuttack | Jul 9, 2025
କଟକ ପୌରାଞ୍ଚଳ: ରେଳବାଇ ସାମଗ୍ରୀ ଚୋରି ଘଟଣାରେ ମଙ୍ଗଳବାର  ୪ ଜଣଙ୍କୁ   ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି।

କଟକ ପୌରାଞ୍ଚଳ: ରେଳବାଇ ସାମଗ୍ରୀ ଚୋରି ଘଟଣାରେ ମଙ୍ଗଳବାର ୪ ଜଣଙ୍କୁ  ରେଳବାଇ ସୁରକ୍ଷା ବଳ (ଆରପିଏଫ) ଗିରଫ କରିଛି।

khabar24pintu status mark
Cuttack M Corp PS, Cuttack | Jul 8, 2025
କଟକ ପୌରାଞ୍ଚଳ: ଜଗତପୁର ଥାନା ନିକଟରୁ ବେଆଇନ ଗୋ-ଚାଲଣ କରୁଥିବା ଏକ କଣ୍ଟେନର ଗାଡି ଜବତ ଘଟଣାରେ ଫେରାର ଚାଳକକୁ ମଙ୍ଗଳବାର ଜଗତପୁର ପୁଲିସ ଗିରଫ କରିଛି।

କଟକ ପୌରାଞ୍ଚଳ: ମୋବାଇଲ ଲୁଟ୍‌‌ ଅଭିଯୋଗରେ ଜଗତପୁର ପୁଲିସ ମଙ୍ଗଳବାର ଜୟ  ମା ମଙ୍ଗଳା ସାହି ରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

କଟକ ପୌରାଞ୍ଚଳ: ନୂଆପଡ଼ା ଅଞ୍ଚଳରେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣା, ସ୍ବାମୀକୁ ବାନ୍ଧିଲା ମଧୁପାଟଣା ଥାନା ପୋଲିସ

କଟକ ପୌରାଞ୍ଚଳ: ନୂଆପଡ଼ା ଅଞ୍ଚଳରେ ମହିଳାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣା, ସ୍ବାମୀକୁ ବାନ୍ଧିଲା ମଧୁପାଟଣା ଥାନା ପୋଲିସ

silvercitykhabar status mark
Cuttack M Corp PS, Cuttack | Jul 8, 2025
କଟକ ପୌରାଞ୍ଚଳ: ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସେୟାର ମାମଲାରେ ମହିଷଲଣ୍ଡାରୁ ଜଣଙ୍କୁ ଗିରଫ କଲା ଚୌଦ୍ଵାର ଥାନା ପୋଲିସ

କଟକ ପୌରାଞ୍ଚଳ: ଗୋପାଳପୁର ଛକରେ ସଡ଼କ ଦୁର୍ଘଟଣା, ଜଣେ ଆହତ, ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ ପଠେଇଲେ ଡ୍ରାଇଭର ମହାସଂଘ ସଦସ୍ୟ

Load More
Contact Us