କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକରେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ ପ୍ରଶିକ୍ଷଣ ଶିବିର
ପଂଚାୟତକୁ ସଶକ୍ତ ଓ କ୍ରିୟାଶିଳ କରିବା ସହ ପରିବେଶ ଓ ପରିସ୍ଥିତିକୁ ଗୁରୁତ୍ୱ ଦେବା ସହ ସାଧାରଣ ଜନତା ଙ୍କ ବିକାଶ ପ୍ରତି ଗୁରୁତ୍ୱ ଦେଇ ଏହାକୁ ଦୀର୍ଘସ୍ଥାୟୀ କରିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ଶୁକ୍ରବାର ଦିନ ବେଗୁନିଆପଡା ବ୍ଲକ ମର୍ଦ୍ଧରାଜ ସମ୍ଳୀଳନ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଂଚାୟତରାଜ ଜଏଣ୍ଟ ଡାଇରେକ୍ଟର ଅଶୋକ କୁମାର ଦାସ ଯୋଗଦେଇ ଥିବା ବେଳେ ପ୍ରଶିକ୍ଷକ ଭାବେ ଜଗନ୍ନାଥ ବିଶ୍ୱାଳ, ଇନ୍ଦ୍ରଜିତ ମଲ୍ଲିକ, ପାୟଲ ଜ୍ୟୋତି ଲଗ୍ନା ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।