ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଧବଳପୁର ପଞ୍ଚାୟତ ଠାରେ ଆୟୋଜିତ ସାମାଜିକ ନାଟକ ର ଶୁଭ ଉଦଘାଟନ କଲେ ବିଧାୟକ
Hinjili, Ganjam | Nov 23, 2025 ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ଅନ୍ତର୍ଗତ ଧବଳପୁର ଗ୍ରାମ ପଞ୍ଚାୟତ ଯୁବକ ସଙ୍ଘ ପକ୍ଷରୁ ଆୟୋଜିତ ହୋଇଥିବା ସାମାଜିକ ନାଟକ କେତେ ଦୁଃଖ ଦେବୁ କହ କାଳିଆରେ ଶୁଭ ଉଦ୍ଧଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ନାୟକ, ସନ୍ନମାନିତ ଅତିଥିଭାବେ ଆସ୍କା ସଂଘାଠନିକ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ବରିଷ୍ଠ ବିଜେପି ନେତା ଶିଶିର ମିଶ୍ର ମଞ୍ଚାସିନ ଥିଲେ।