ସୁନ୍ଦରଗଡ ସହର: ହେମଗିର ବ୍ଲକ୍ ଆଦର୍ଶ ବିଦ୍ୟାଳୟ କମଲଗା ଠାରେ ବିଜ୍ଞାନ ମେଳା 2025-26 ଅନୁଷ୍ଠିତ , ଦୁଇଶହରୁ ଉର୍ଦ୍ଧ୍ବ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ
ଆଜି ନଭେମ୍ବର 10 ତାରିଖ ହେମଗିର ବ୍ଲକ୍ କମଲଗା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ମେଳା 2025-26 ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ପ୍ରଦର୍ଶନୀରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦୁଇ ଶହରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପ ମାନଙ୍କ ମଧ୍ୟରୁ ବାୟୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ , ବର୍ଷାଜଳ ସଂରକ୍ଷଣ , ପ୍ରକୃତି ନିୟନ୍ତ୍ରିତ ପୋଷଣୀୟ କୃଷି ପଦ୍ଧତି , ସେନ୍ସସର୍ ଯୁକ୍ତ ହେଲମେଟ୍ ଧାରଣ ଇତ୍ୟାଦି ସାଙ୍ଗକୁ କଳା ଓ ସଂସ୍କୃତିକୁ ମଧ୍ଯ ସ୍ଥାନ ଦିଆଯାଇଥିଲା । ସମସ୍ତ ପ୍ରଦର୍ଶିତ ପ୍ରକଳ୍ପରୁ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା