କେନ୍ଦୁଝର ସହର: ବଡବିଲ ସହରର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଚ୍ଛେଦ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଗଲା ସୂଚନା
ବଡବିଲ ପୌରାଞ୍ଚଳ ତଥା ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜବରଦଖଲ କରି ରଖିଥିବା ବ୍ୟକ୍ତିଙ୍କୁ ଉଚ୍ଛେଦ ପାଇଁ ବଡବିଲ ତହସିଲଦାର, ପୌରନିର୍ବାହୀ ଅଧିକାରୀ ଓ ଏସଡିପିଓଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଜି ମାଇକ ଯୋଗେ ସୂଚନା ଦିଆ ଯାଉଥିବା ଦେଖା ଯାଇଥିଲା।