ଫୁଲବାଣୀ ସହର: ବାଲିଗୁଡା ବନବାସୀ ସେବାସମିତି ପରିସରରେ ବିଶ୍ୱନାଥ ପଟ୍ଟନାୟକ, ଆଜ୍ଞା ଙ୍କ 110ତମ ପତିଷ୍ଠା ଉତ୍ସବ ଅନୁଷ୍ଠିତ
ବାଲିଗୁଡା ବନବାସୀ ସେବାସମିତି ପରିସରରେ କରାପୁଟିଆ ଗାନ୍ଧି ତଥା ବନବାସୀ ସେବା ସମିତି ର ପ୍ରତିଷ୍ଠାତା ବିଶ୍ୱନାଥ ପଟ୍ଟନାୟକ, ଆଜ୍ଞା ଙ୍କ 110ତମ ଜନ୍ମ ଜୟନ୍ତୀ ସମାରହ ପାଳନ କାଯ୍ୟକ୍ରମ ଆରମ୍ଭ ହଇଯାଇଛି, ଏହି କାଯ୍ୟକ୍ରମ ଟି ମଙ୍ଗଳବାର ପ୍ରାତଃ 4ଘଣ୍ଟିକା 30🙏ମିନିଟ୍ ସମୟରେ ବୈତାଳି ପାର୍ଥନା, ସକାଳ 9ଘଣ୍ଟିକା ସମୟରେ ଆରମ୍ଭ ହଇଛି ପ୍ରଥମ ପଯ୍ୟାୟରେ ବନ୍ଧଛକ ଠାରେ ଆଜ୍ଞା ଙ୍କ ପତିମୣର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି, ଆଜିର ଏହି କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଓଡଶା ଶିଶୁ ସୁରକ୍ଷା ଆୟଗ ର ଅଧକ୍ଷ ଶ୍ରୀ ମତି ବବିତା ଦାସ, ବାଲିଗୁଡା ଉପଜିଲ୍ଲାପାଳ IAS ପ୍ରଣିତା ଦା