ଜି ଉଦୟଗିରି: ହବାକ୍ ଉଚ୍ଚ ବିଦ୍ୟାଳୟ ଠାରେ 42 ତମ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି
ହବାକ୍ ଉଚ୍ଚ ବିଦ୍ୟାଳୟ ଠାରେ 42 ତମ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 144 ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଉଦଘାଟନ କରିଥିଲେ।ଏହି ସମୟରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ ସ୍ବାଇଁ ,ବିଡ଼ିଓ ଶରତ କୁମାର ମଲ୍ଲିକ,ବ୍ଲକ୍ ଶିକ୍ଷା ଅଧିକାରୀ କେଶବ ମଲ୍ଲିକ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମିହିର କୁମାର ପ୍ରଧାନ,ଜିଲ୍ଲା ବିଜ୍ଞାନ ଅଧିକାରୀ ସିମାଞ୍ଚଳ ସ୍ବାଇଁ,ହବାକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜିତ ପାଟ ମାଝୀ,ବ