ଜି ଉଦୟଗିରି: ଜି ଉଦୟଗିରି ବିଜେପି ଦଳ ପକ୍ଷରୁ ସାଂସଦ ଙ୍କୁ ବରଳିନୀ ବଜାର ପାଖରେ ଭବ୍ୟ ସମ୍ବର୍ଦ୍ଧନା
ଜି ଉଦୟଗିରି ବିଜେପି ଦଳ ପକ୍ଷରୁ ସାଂସଦ ଙ୍କୁ ବରଳିନୀ ବଜାର ପାଖରେ ଭବ୍ୟ ସମ୍ବର୍ଦ୍ଧନା. ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପହଂଚିବା ପରେ ବରିଷ୍ଠ ବିଜେପି ନେତା,ବିଜେପି ସଭାପତି, ସାଂସଦ ପ୍ରତିନିଧି ମାନେ ପାଛୋଟି ନେଇଥିଲେ.ପରେ ଦଳୀୟ କର୍ମକର୍ତା ମାନଙ୍କ ସହ ଆଲୋଚନା କରିଥିଲେ.