ଚମ୍ପୁଆ: ସାତହଳିଆ ଗ୍ରାମ ରେ ୨୯ ଟିକିଆ ହାତୀପଲ ଦୀର୍ଘ ଦେଢ ମାସ ହେବ ଏହି ଅଞ୍ଚଳ ଛାଡି ଯାଉ ନାହାନ୍ତି ହାତୀପଲ
ଚମ୍ପୁଆ ରେଞ୍ଜ ସାତହଳିଆ ଗ୍ରାମ ରେ ଅଣତିରିଶ ଦଳିଆ ହାତୀପଲ ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି ଏହି ହାତୀପଲ ଦେଢମାସରୁ ଅଧିକ ହେବ ଏହି ଅଞ୍ଚଳ ରେ ଉତ୍ପାତ ଜାରି ରଖିଥିବାରୁ ଏହାକୁ ନେଇ ଲୋକ ଚିନ୍ତା ରେ ଅଛନ୍ତି