ବରଗଡ: ଜିଲ୍ଲା ବରିଷ୍ଟ ନାଗରିକ କାର୍ଯ୍ୟାଳୟ ପରିସରରେ ନଳକୂପ ଖନନ କରି କଥା ରଖିଥିବାରୁ ବରଗଡ଼ ବିଧାୟକଙ୍କୁ ଧନ୍ୟବାଦ ଜଣାଇଲା ବରିଷ୍ଠ ନାଗରିକ ସଙ୍ଗ