ମୟୁର ଉଡାଣ କ୍ଲଷ୍ଟର ର ପଣ୍ଡକିଟାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ୫ମ ଏମ୍ ସି ଏମ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୋନପୁର ବ୍ଲକର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ ଓ ସମ୍ମାନୀତ ଅତିଥି ଭାବେ ଏମ୍ ଡି ଏମ୍ ସନଯୋଜକ ଶ୍ରୀ ନରେନ୍ଦ୍ର ଛୁରିଆ ଯୋଗ ଦେଇଥିଲେ। ପଣ୍ଡକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପିତାମ୍ବର ସୁନା ସଭାପତିତ୍ବ କରିଥିଲାବେଳେ ସମ୍ମାନୀତ ଅତିଥି ଭାବେ ମୟୁର ଉଡାଣ କ୍ଲଷ୍ଟର ର ସି ଆର୍ ସି ସି ଶ୍ରୀ ଉମାକାନ୍ତ ମିଶ୍ର ଓ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ