ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ସତ୍ୟନାରାୟଣ ନନ୍ଦ ମୋଦିପଡା ସ୍ଥିତ ନିଜ ଅଫିସରେ ରଖିଲେ ପ୍ରତିକ୍ରିୟା
ମହାନଦୀ ଜଳ ଅତ୍ୟନ୍ତ ମଇଳା ରହିଛି l ଵର୍ତମାନ ଏହି ପାଣି ବ୍ୟବହାର ଯୋଗ୍ୟ ନୁହେଁ ବୋଲି ସମ୍ବଲପୁର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ସତ୍ୟନାରାୟଣ ନନ୍ଦ ଆଜି ଦିନ 12 ଟାରେ ସୂଚନା ଦେଇଛନ୍ତି l