ଝାରସୁଗୁଡା: ପ୍ରଦୂଷଣ ଯୋଗୁଁ ଅଣନିଶ୍ୱାସୀ କୁଦୋପାଲି ଓରାମପଡାବାସୀ#jansamsya
#jansamsya ଝାରସୁଗୁଡା ବ୍ଲକ ଅନ୍ତର୍ଗତ କୁଦୋପାଲି ଓରାମପଡା ବାସୀଙ୍କ ସମସ୍ୟାବାସୀ ପ୍ରଦୂଷଣ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l କୁଦୋପାଲି ଓରାମ ପଡ଼ାରେ ପ୍ରାୟ ୪ ଶହ ଅନୁସୂଚିତ ଜନଜାତି ଲୋକ ବସବାସ କରନ୍ତି। ଗ୍ରାମ ବାସୀ ମାନେ ମୁଖ୍ୟ ରାସ୍ତାକୁ ଆସିବା ପାଇଁ କୌଣସି ବିକଳ୍ପ ରାସ୍ତା ନାହିଁ । କାରଣ ସମଲେଶ୍ୱରୀ କୋଇଲା ଖଣି ଓରାମ ପଡ଼ାକୁ ତିନି ଦିଗରେ ଘେରି ରହିଛି।କୁଦୋପାଲି ପଞ୍ଚାୟତ କାର୍ଯ୍ୟଳୟ ଠାରୁ ୧୫୦ ମିଟର ଦୂରରେ କୋଇଲା ପରିବହନ ପାଇଁ ନବ ନିର୍ମିତ ରାସ୍ତାଟି ଓରାମ ପଡା