ତଲସରା: ରାତ୍ରୀକାଳୀନ ପେଟ୍ରୋଲିଂ ବେଳେ ଭୋଇପାଲି ଗ୍ରାମରୁ ପୋଲିସ ହାତରେ ଧରାପଡିଲେ ଦୁଇ ଚୋର,ବାଇକ, ଲୁହାଛଡ଼,କଟର ମେସିନ ଜବତ
Talasara, Sundargarh | Jul 18, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବ୍ଳକର ଭୋଇପାଲି ଗ୍ରାମ ରେ ନିର୍ମାଣଧୀନ ପାଣି ଟାଙ୍କିରୁ ଲୁହା ଛଡ଼ ଚୋରି...