ରାଉରକେଲା ମ୍ୟୁନିସିପାଲଟି: ପ୍ବନ୍ଧମୁଣ୍ଡା ବଜରଙ୍ଗଦଳର ଗୋରଖ୍ୟକ ଯୁବକମାନେ, ରାସ୍ତାଦୁର୍ଘଟଣାରୁ ଗାଈମାନଙ୍କୁ ଉଦ୍ଧାର କରିବା ପାଇଁ ନିଆରା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି
ନଭେମ୍ବର ୮ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ୩୦ମିନିଟରେ ବନ୍ଧମୁଣ୍ଡା ବିଜେପି ମଣ୍ଡଳର ସଭାପତି ଶ୍ରୀ ଲଖନ ଲୋହାର ଓ ବଜରଙ୍ଗଦଳର ଗୋରକ୍ଷକଯୁବକମାନେ ଶପଥ ନେଇଛନ୍ତି, ଆଗକୁ ସମସ୍ତ ବାରବୁଲା ଗାଈମାନଙ୍କ ବେକରେ ରେଡିୟମ ବ୍ୟାଣ୍ଡ ପିନ୍ଧାଇ ଦୁର୍ଘଟଣାରୁ ରକ୍ଷା କରିବେ, ବର୍ତ୍ତମାନ ପର୍ଯ୍ୟନ୍ତ ଶତାଧିକ ଗୋରୁଙ୍କ ବେକରେ ରେଡିୟମ ବ୍ୟାଣ୍ଡ ପିନ୍ଧାଇ ସାରିଲେଣି ଫଳରେ ଦ୍ରୁତଗାମୀ ଗାଡିଗୁଡିକର ଦୁର୍ଘଟଣା କମିଯାଇଛି