ଜି ଉଦୟଗିରି: ଟିକାବାଲି ଠାରେ ମା ତାରିଣୀ ଙ୍କ ଉଛବ ଅନୁଷ୍ଠିତ ହୋଇଛି।ହୋମ ,ଘୃତ୍ ଯଜ୍ଞ,ଅର୍ଣ ଯଜ୍ଞ,ସଙ୍କୀର୍ତ୍ତନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛ
ଟିକାବାଲି ଠାରେ ମା ତାରିଣୀ ଙ୍କ ଉଛବ ଅନୁଷ୍ଠିତ ହୋଇଛି।ହୋମ ,ଘୃତ୍ ଯଜ୍ଞ,ଅର୍ଣ ଯଜ୍ଞ,ସଙ୍କୀର୍ତ୍ତନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହା ସମୟରେ ଶହ ଶହ ଭକ୍ତ ଙ୍କ ସମାଗମ ହୋଇଛି।ଏଣୁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।