Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଦେବଗଡ: ହାତୀ ମୃତ୍ୟୁ ରୋକିବା ପାଇଁ ବନଖଣ୍ଡ ସମ୍ମିଳନୀ କକ୍ଷରେ ବନବିଭାଗ ଓ ବିଦ୍ୟୁତ ବିଭାଗ ସମନ୍ୱୟ ବୈଠକ

ଦେବଗଡ ବନଖଣ୍ଡ ସମ୍ମିଳନୀ କକ୍ଷରେ ଆଜି ଦିନ ପ୍ରାୟ ୧ ପର୍ଯ୍ୟନ୍ତ ହାତୀ ମୃତ୍ୟୁ ରୋକିବା ପାଇଁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ସମୟରେ ବିଦ୍ୟୁତ ବିଭାଗର ଅବହେଳା କିମ୍ବା ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ବିଦ୍ୟୁତ ଫାଶ ଲଗାଯାଉଥିବାରୁ ବିଦ୍ୟୁତ ସଂଷ୍ପର୍ଶରେ ଆସି ହାତୀ ସମେତ ଅନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟୁଛି । ତେବେ ବିଦ୍ୟୁତ ଆଘାତ ଜନୀତ ହାତୀ ମୃତ୍ୟୁ ରୋକିବା ପାଇଁ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ବନବିଭାଗ ଏବଂ ବିଦ୍ୟୁତ ବିଭାଗ ପକ୍ଷରୁ ମିଳିତ ପେଟ୍ରୋଲିଂ ସମେତ ଅନ୍ୟାନ୍ୟ କାର୍ଯ୍ୟ ପନ୍ଥା ଉପରେ ଆଲୋଚନା ହୋଇଥିଲା ।

MORE NEWS