ଜୁନାଗଡ: ଗୋଲାମୁଣ୍ଡା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ନିକଟରେ ଗାଈର ମୃତ୍ୟ, ଗୋଲାମୁଣ୍ଡା ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ ଶେଷକୃତ ସମ୍ପନ୍ନ
ଗୋଲାମୁଣ୍ଡା କସ୍ତୁରବା ଗାନ୍ଧୀ ବାଳିକା ଆଶ୍ରମ ନିକଟରେ ମଙ୍ଗଳବାର ସକାଳ ସମୟରେ ଏକ ଗାଈ ର କୌଣସି କାରଣ ରୁ ମୃତ୍ୟ ହୋଇଥିବା ବେଳେ ସକାଳ ସମୟରୁ ମୃତ ଗାଈ ର ଶବ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ଆଶ୍ରମ ନିକଟରେ ପଡି ରହିଥିଲା।ଶେଷରେ ଗୋଲାମୁଣ୍ଡା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ଙ୍କ ହସ୍ତକ୍ଷେପ ପରେ ମଙ୍ଗଳବାର ରାତ୍ର ୭ ଟା ରେ ମୃତ ଗାଈ ର ଶେଷକୃତ ସମ୍ପନ୍ନ ହୋଇଥିଲା।