ରାଉରକେଲା ମ୍ୟୁନିସିପାଲଟି: ରାଜଗାଙ୍ଗପୁରଥାନା ଅନ୍ତର୍ଗତ ଆଇ.ଟି.
କଲୋନୀ ନିବାସୀ ପ୍ରଶାନ୍ତ କୁମାର ରାୟଙ୍କ
ଘରୁ ଚୋରିସାମଗ୍ରୀ ଜବତ ସହ ଦୁଇ ଚୋର ଗିରଫ...
ନଭେମ୍ବର ୯ ତାରିଖ ସକାଳ ପ୍ରାୟ ୯ଟା ସମୟରେ ରାଜଗାଙ୍ଗପୁର ଥାନା ସୂଚନା ଅନୁଯାୟୀ, ରାଜଗାଗପୁର ଆଇ.ଟି. କଲୋନୀ ନିବାସୀ ପ୍ରଶାନ୍ତ କୁମାର ରାୟ, ବହୁତ ଦିନଧରି ସହର ବାହାରେ ଥିବାରୁ ଘର ସବୁବେଳେ ବନ୍ଦ ରହୁଥିବାର ଦେଖି ଦୁଇଜଣ ଚୋର ମଧ୍ୟ ରାତ୍ରି ୩ଟା ପାଖାପାଖି ବାରୂପଡା ନିବାସୀ ସତୀଶ ସାହା ଓ ସୁରଜ ସିଂ ଘରୁ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ, ରାଜଗାଙ୍ଗପୁର ପୋଲିସ ତଦନ୍ତ କରି ଦୁଇ ଚୋରଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସାମଗ୍ରୀ ଗୁଡିକ ହେଲା LCD tv, ମୋବାଇଲ ଫୋନ, ଆକ୍ଟିଭା ସ୍କୁଟି, ଇନଭେଟର ଏବଂ ବ୍ୟାଟେରୀ ଇତ୍ୟାଦି ଜବତ କରିଛନ୍ତି,,ରାଜଗାଙ୍ଗପୁର ଥାନା ପୋଲିସ କେସ