ଏକତା ପଦ ଯାତ୍ରା DATE_ 19.11.2025 PLACE_UMERKOTE ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ଓଡ଼ିଶା ସରକାର ଙ୍କ କ୍ରୀଡ଼ା ଏବଂ ଯୁବ ସେବା ବିଭାଗ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଆଜି ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଛି।ଉମରକୋଟ ବ୍ଲକ ର ବଡ଼ଭରଣ୍ଡି ଗ୍ରାମ ସ୍ଥିତ ସହିଦ ବଗା ପୁଜାରୀ ଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ପଦ ଯାତ୍ରା ର ଆରମ୍ଭ କରାଯାଇଥିଲା। ଶହୀଦ ସ୍ତମ୍ଭ ଠାରୁ ଆରମ୍ଭ ହୋଇ ପଦଯାତ୍ରା ଉମରକୋଟ ସ୍ଥିତ ଡି ଏନ୍ କେ ପଡିଆ ପର୍ଯ୍ୟନ୍ତ ହୋଇଥିଲା।ଏହି ପଦଯାତ୍ର