ଯାଜପୁର: ମଲ୍ଲୀକାପୁର ଓ ମହାନ୍ତିପାଟଣା ଗାଁରୁ ଚୋରି ଘଟଣା, ମଙ୍ଗଳପୁର ପୋଲିସ ଦ୍ୱାରା ୫ ଅଭିଯୁକ୍ତ ଗିରଫ ସହ କରାଗଲା କୋର୍ଟଚାଲାଣ
Jajapur, Jajpur | Jul 18, 2025
ମଲ୍ଲୀକାପୁର ଓ ମହାନ୍ତିପାଟଣା ଗାଁରୁ ଚୋରୀ ଘଟଣା,ମଙ୍ଗଳପୁର ପୋଲିସ ଦ୍ୱାରା 5 ଜଣ ଅଭିଯୁକ୍ତ ଗିରଫ,ଟିଭି ସହିତ ଆସବାବପାତ୍ର ଜବତ,କୋର୍ଟ ଚାଲାଣ...