ଆଠମଲ୍ଲିକ: ପତ୍ନୀ ଙ୍କୁ ନିର୍ଯାତନା ଅଭିଯୋଗ
ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଶାଳବନୀସାହି ର ସୁନିତା ବେହେରା ଙ୍କୁ ତାଙ୍କ ସ୍ଵାମୀ ହାଡିବନ୍ଧୁ ଶଙ୍ଖାରୀ
ସାରରୀକ ମାନସିକ ନିର୍ଯାତନା ଦେଉଥିବା ସୁନିତା ମଙ୍ଗଳବାର ଦିନ ହଣ୍ଡପା ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ ଭୀତି କରି ପୋଲିସ ନମ୍ବର ୩୪୫/୨୫ ରେ ଏକ ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ୨୦୨୨ ମସିହାରେ ସୁନିତା ହାଡିବନ୍ଧୁ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ । ହେଲେ ତାଙ୍କୁ କୌଣସି କାରଣ ନ ଥାଇ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ପତ୍ର ରେ ଉଲେଖ କରାଯାଇଛି । ଏ ନେଇ ହଣ୍ଡପା ପୋଲିସ ବୁଧବାର ଦିନ ଅପରାହ୍ନ 5 ଟ