ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ପୋଲିସ ଦ୍ୱାରା ସାଇବର ସଚେତନତା କାର୍ଯ୍ୟକ୍ରମକୁ ବ୍ୟାକଥାନ ଓ
ଅଟୋରାଲିର ଆୟୋଜନ ପୃଥକ ପୃଥକ ଭାବେ କରାଯାଇ ଥିଲା..
ନଭେମ୍ବର ୯ ତାରିଖ ଦୁଇଟି ପର୍ଯୟରେ ସଚେତନତା କାର୍ଯ୍ୟକ୍ରମରେ ସକାଳ ୭ଟାରୁ ବ୍ୟାକଥାନା ଜାଗୃକତା ସମ୍ବନ୍ଧରେ ଓ ସକାଳ ୧୧ଟାରୁ ଅଟୋ ରାଲି ମାଧ୍ୟମରେ କରାଗଲା, ମୁଖ୍ୟତଃ ଏହି ରାଲିଗୁଡିକ ସାଇବର ସୁରକ୍ଷା ଓ ଧୋକା ଅବା ଠକିବା ରୋକିବା ସମ୍ବନ୍ଧିତ କାର୍ଯ୍ୟ ପ୍ରତି ସତର୍କ ରହିବା ଉଦେଶ୍ୟରେ କରାଯାଇଥିଲା, ଏଇ ଅବସରରେ ସାଇବର ସଚେତନତା ଉଦେଶ୍ୟରେ ୧୦୦ ଫୁଟ ଲମ୍ବର ଫ୍ଲେକ୍ସ ବ୍ୟାନର ଉଦଘାଟନ କରାଗଲା, ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ଛେଣ୍ଡ ଛକଠାରୁ ଉଦିତନଗର ଫିଟନେସ ପାର୍କ ତଥା ଦ୍ଵିତୀୟ ପର୍ଯ୍ୟାୟରେ ସକାଳ ୧୧ଟାରୁ ଛେଣ୍ଡର ବିର୍ସା ହକି ଷ୍ଟାଡିଅମର ୬ ନମ୍ବର ଫାଟକ ଠାରୁ ଆରମ୍ଭ କରି sp