Public App Logo
Jansamasya
National
South_delhi
Pmmsy
Haryana
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
Worldenvironmentday
Beattheheat

ଜମନକିରା: ଗରିଆବହାଲ ବୁଲାଣିରେ ହାଇୱା ଟ୍ରକ୍ ଓ ସ୍କୁଟି ମଧ୍ୟରେ ଧକ୍କା, ଦୁର୍ଘଟଣାରେ ଉଭୟ ଗାଡ଼ିରେ ଲାଗିଲା ନିଆଁ, ସ୍କୁଟି ଚାଳକଙ୍କ ମୃତ୍ୟୁ

Jamankira, Sambalpur | Nov 4, 2025
ଜମନକିରା ଥାନା ଅନ୍ତର୍ଗତ ଗରିଆବାହାଲ ବୁଲାଣି ରେ ମଙ୍ଗଳବାର ଦିନ ଏକ ହାଇୱା ଟ୍ରକ୍ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇ ଥିବା ବେଳେ ଏଥିରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ବ୍ୟକ୍ତି ର ଶବ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ଗୁଲୁଜିପାଲି ଗ୍ରାମ ର ପଦ୍ମନାଭ ଦଣ୍ଡପାଟ ବୋଲି ଜଣା ପଡିଛି। ଅନ୍ୟ ପଟେ ଦୁର୍ଘଟଣା ପରେ ହାଇୱା ଓ ସ୍କୁଟି ରେ ନିଆଁ ଲାଗି ଯାଇଥିବା ବେଳେ ଜମନକିରା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

MORE NEWS