ଦେବଗଡ: ନୂଆଗାଁ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ; ଥାନାରେ ହତ୍ୟାକାରୀଙ୍କ ଆତ୍ମ ସମର୍ପଣ, ତଦନ୍ତ କରୁଛି ପୋଲିସ
Debagarh, Debagarh (Deogarh) | Jul 19, 2025
ଧାରୁଆ ଅସ୍ତ୍ରରେ ଜଘନ୍ୟ ହତ୍ୟାକାଣ୍ଡ । ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ଦେବଗଡ ଥାନା କଲଣ୍ଡା ଗ୍ରାମପଂଚାୟତ ନୂଆଗାଁ ଗ୍ରାମରେ ଏକ...