Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

କବିସୂର୍ଯ୍ୟନଗର: ବେଗୁନିଆପଡା ବ୍ଲକରେ ଷ୍ଟାୟୀ ବିଡ଼ିଓ ନିଯୁକ୍ତି, ପୋଷାକ ଯୋଗାଣ ରେ ଅନିୟମିତତା ନେଇ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

Kabisuryanagar, Ganjam | Sep 17, 2025
ଦୀର୍ଘ ଦିନ ହେଲା ବେଗୁନିଆପଡା ବ୍ଲକ ରେ ବିଡ଼ିଓ ନିଯୁକ୍ତି ହୋଇନାହାନ୍ତି । କୋଦଳା ତହସିଲଦାର ସସ୍ମିତା ଶତପଥି ବିଡ଼ିଓ ଦାୟିତ୍ୱରେ ଅଛନ୍ତି । ଏଣୁ ସ୍ଥାୟୀ ବିଡ଼ିଓ ନିଯୁକ୍ତି କରାଯାଉ, ସ୍କୁଲ ପିଲାଙ୍କୁ ଡ୍ରେସ ଯୋଗାଣ ପାଇଁ ମହିଳା ସଂଘ କୁ ଦିଆଯାଇଛି । ସେଥିରେ ଅନିୟମିତତା ହୋଇଥିବା ନେଇ ବୁଧବାର ଦିନ ବିଜେପି ପତାକା ଧରି ପିଙ୍କି ପ୍ରଧାନ ଓ ଛାୟା ବେହେରା ଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦେବାସହ ଏକ ଦାବିପତ୍ର ଭାରପ୍ରାପ୍ତ ବିଡ଼ିଓ ଦୁର୍ଗା ପ୍ରସାଦ ପଣ୍ଡା ଙ୍କୁ ପ୍ରଦାନ କରିଥିଲେ । ମଧ୍ୟାହ୍ନ 1.30 ମିନିଟ ସମୟରେ ପ୍ରତିକ୍ରିୟା ରଖିଛନ୍ତି ।

MORE NEWS