ତଲସରା: ଆୟୂର୍ବେଦ ଚିକିତ୍ସା ରେ ମୋର ବିଭିନ୍ନ ରୋଗର ଉପଶମ ହୋଇଛି - କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ଥିତ ନର୍ସିଂ କଲେଜ ରେ ଆଜି ଅନୁଷ୍ଠିତ ସ୍ବଣ୍ଣପ୍ରାସନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଆୟୁର୍ବେଦ ଚିକିତ୍ସାରେ ମୋର ବିଭିନ୍ନ ରୋଗର ଉପଶମ ହୋଇଛି।ଏଣୁ କରି ଆୟୂର୍ବେଦ ଚିକିତ୍ସା ଉପରେ ଭରସା କରିବାକୁ ପରାମର୍ଶ ଦେଇଥିଲେ।