ଓରିଏଣ୍ଟ: ବେଲପାହାଡ଼ ବଜାରପଡ଼ା ସମଲେଇ ମନ୍ଦିର ପ୍ରତିଷ୍ଠାପାଇଁ କଳସ ଯାତ୍ରା ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ବଜାରପଡ଼ା ସମଲେଇ ମନ୍ଦିର ପ୍ରତିଷ୍ଠାପାଇଁ ଏକ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଙ୍କ ଉପସ୍ଥିତି ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି l ଆଜି ଅପରାହ୍ନ ୩ ଟାରେ କଳସ ଯାତ୍ରା ଆରମ୍ଭ ହୋଇ କୁର୍ମିପଡା, ଜୟହିନ୍ଦ କ୍ଲବ, ଶନିମନ୍ଦିର ଛକ, ବେଲପାହାଡ ଫାଟକ, ବେଲପାହାଡ ଥାନା, ରାଣୀସତୀ ମନ୍ଦିର ଦେଇ ସମଲେଇ ମନ୍ଦିର କୁ ସନ୍ଧ୍ୟା ୭ ଟା ରେ ମନ୍ଦିର କୁ ପହଂଚିଥିଲା l ଏହାପରେ ଜନସାଧାରଣଙ୍କ ଦ୍ୱାରା ସାମୁହିକ ଦୀପ ପ୍ରଜ୍ଜ୍ୱଳନ ଓ ସନ୍ଧ୍ୟା ୭ଟାରେ ଉଦାଣ୍ଡୀ କୀର୍ତନ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ବୁଧବାର ସକାଳୁ ସମ୍ପୂର୍ଣ ରୀତିନୀତିରେ