କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଝାଡବାଇ ଗ୍ରାମରେ ଗୌରୀ ଆମ୍ମା ଯାତ୍ରା ଉପଲକ୍ଷେ ମହାଭାରତ ନାଟକ ର ଶୁଭ ଉଦ୍ଧଘାଟନ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଝାଡବାଇ ଗ୍ରାମରେ ସର୍ବ ପୁରାତନ ଗୌରୀ ଆମ୍ମା ଙ୍କ ଯାତ୍ରା ଅବସରରେ ମହାଭାରତ ନାଟକ ଅନୁଷ୍ଠିତ ହୋଇଯାଇଛି. ଏହି ନାଟକ ର ଶୁଭ ଉଦ୍ଧଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଆଜିର ଏହି କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ଓ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ.