ସୋରଡା: ସୋରଡ଼ା ବ୍ଲକ୍ ଗୋପାଳପୁରଶାସନ ବାଞ୍ଛାନିଧି ଖାଡ଼ଙ୍ଗା ଖେଳପଡିଆ ଠାରେ ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଯୋଗଦେଲେ ଆସ୍କା ସାଂସଦ
Surada, Ganjam | Nov 29, 2025 ସୋରଡ଼ା ବ୍ଲକ୍ ଗୋପାଳପୁରଶାସନ ବାଞ୍ଛାନିଧି ଖାଡ଼ଙ୍ଗା ଖେଳପଡିଆ ଠାରେ ବ୍ଲକ୍ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ସୋରଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଆସ୍କା ସାଂସଦ ଅନିତା ଶୁଭଦର୍ଶନି ପଟ୍ଟନାୟକ ଉପସ୍ଥିତ ରହିଥିବା ବେଳେ ସମ୍ମାନୀତ ଅତିଥି ଭାବେ ୬୩ନମ୍ବର୍ ଜିଲ୍ଲା ପରିଷଦସଭ୍ୟ ସମରେନ୍ଦ୍ର କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।