ଢେଙ୍କାନାଳ ସଦର: ପର୍ଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ଚୋରିକୁ ନେଇ କାର୍ଯ୍ୟାଳୟରେ ଏସପିଙ୍କ ପ୍ରତିକିୟା
ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଆମ୍ବପଳାସ ଗ୍ରାମରେ ହୋଇଥିବା ଚୋରିକୁ ନେଇ ଗତ ୪ ତାରିଖ ଦିନ ୨ଟି ଅଭିଯୋଗ ହୋଇଥିଲା । ତାହାକୁ ନେଇ ପୋଲିସ ତଦନ୍ତ କରି ୩ଜଣଙ୍କୁ ଗୀରଫ କରିବା ସହିତ କଣ କଣ ଜବତ କରାଯାଇଛି। ଆଗାମୀ ପଦକ୍ଷପ କଣ ନିଆଯିବ ଏସପି କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନ ୧ଟାରେ ପ୍ରତିକିୟାରେ ପ୍ରକାଶ କରିଛନ୍ତି।