ରାତିରେ ନୁହେଁ ଏବେ ସକାଳୁ ଚୋରି କରୁଛନ୍ତି ଚୋର, ଗାଦବାଗୁଡା ଅଞ୍ଚଳର ସବିତା ପୂଜାରୀ ନିଜ ଭଙ୍ଗା ଦଦରା ଘର କବାଟ କିଳି ଶୁକ୍ରବାର ସକାଳ 8 ଟାରେ ଜଳଖିଆ ଆଣିବା ପାଇଁ ବାହାରକୁ ବାହାରିଥିଲେ ପ୍ରାୟ 25 ମିନିଟ ପରେ ଜଳଖିଆ ଧରି ଫେରିବା ବେଳକୁ ଖବର କବଟା ଭାଙ୍ଗି ଥିବା ଦେଖିବାକୁ ପାଇଥିଲେ ବ୍ୟତିବ୍ୟସ୍ତ ହୋଇ ଦେଖିବା ବେଳକୁ ଘରୁ 2 ଲକ୍ଷ ଟଙ୍କା ନଗଦ ସହ ସୁନା ଅଳଙ୍କାର ଚୋରି ହେଇଥିବା ଜାଣି ପାରି ଟାଉନ ଥାନାରେ ଏତଲା ଦେଇଥିଲେ, ନିଜ ଘର ଛାତ ପକେଇବା ପାଇଁ ରଖିଥିବା ଦୁଇ ଲକ୍