ସୋରଡା: ସମ୍ବିଧାନ ଦିବସ ଅବସରରେ ସୋରଡ଼ା ନ୍ୟାୟାଳୟ ପରିସରରେ ତାଲୁକ୍ ଆଇନ ସେବା କମିଟି ଆନୁକୁଲ୍ୟରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି।
Surada, Ganjam | Nov 26, 2025 ସୋରଡ଼ା ନ୍ୟାୟାଳୟ ପରିସରରେ ତାଲୁକ୍ ଆଇନ ସେବା କମିଟି ଆନୁକୁଲ୍ୟରେ ସମ୍ବିଧାନ ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୋରଡା ନ୍ୟାୟାଳୟର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ - ତାଲୁକ ଆଇନସେବା କମିଟିର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ଲୋକନାଥ ମିଶ୍ର ସଭାପତିତ୍ବ କରିଥିବା ବେଳେ ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶେଖ୍ ମହମ୍ମଦ କଏସ ମୁଖ୍ୟ ଅତିଥି,ଗଞ୍ଜାମ ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଉପସ୍ଥିତ ଥିଲେ।